ସ୍ମାର୍ଟ ନଗରୀ ପାଲଟିଛି କରୋନା ହଟସ୍ପଟ : ଦିନକରେ ୫୦୫ ପଜିଟିଭ୍

ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ଭୁବନେଶ୍ୱର : ସ୍ମାର୍ଟ ନଗରୀରେ ଆଜି କରୋନାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା … Continue reading ସ୍ମାର୍ଟ ନଗରୀ ପାଲଟିଛି କରୋନା ହଟସ୍ପଟ : ଦିନକରେ ୫୦୫ ପଜିଟିଭ୍